ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ୭୩ତମ ସାଧାରଣ ଦିବସ ପାଳନ ଅବସରରେ ବିଶିଷ୍ଟ ନାଗରିକ ତଥା ଅନୁଷ୍ଠାନର ମୁଖ୍ୟମାନେ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ଅତିଥି ମାନେ ତାଙ୍କ ବକ୍ତବ୍ୟରେ ସମ୍ବିଧାନ ଓ ତାର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିବା ସହ ମୌଳିକ ସୁବିଧା ଓ ଆତ୍ମସମୀକ୍ଷା ସଂପର୍କରେ ଆଲୋଚନା କରିଥିଲେ ।