oom

ବ୍ରହ୍ମପୁର ସହର ଗୋପାଳପୁର ଫ୍ଲାଇ ଓଭରବ୍ରିଜ୍ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ଅପରାହ୍ନରେ ବ୍ରହ୍ମପୁର ସହର ସ୍ଥିତ ଗୋପାଳପୁର ଯିବା ଫ୍ଲାଇ ଓଭରବ୍ରିଜ୍ ଛକ ଠାରେ ତିନୋଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି, ଏଥିସହ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି । ଦୁର୍ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛନ୍ତି ।

jittmm
Leave A Reply

Your email address will not be published.