ls

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକ ଚାଳକଙ୍କ ମୃତ୍ୟୁ

sb

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୁଳଡିହା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକ ଜଣକ ଗୟଳମୁଣ୍ଡା ଗ୍ରାମର ନାଣ୍ଡୁ ପୂର୍ତ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଏକ ଓଟୋ ସହ ବାଇକ୍‌ ଧକ୍କା ହୋଇଥିବା କୁହାଯାଇଛି ।

pc pk
Leave A Reply

Your email address will not be published.