
ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଫୁଲିଝରଣ ଯିବା ରାସ୍ତାରେ ଗତକାଲି ସଂନ୍ଧ୍ୟାରେ ୨ବାଇକ୍ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସ୍ଥାନୀୟ ମନ୍ଦାରବଗିଚା ପଡ଼ାର ମଙ୍ଗତୁ ଶର୍ମା ହୋଇଥିବା ବେଳେ, ଗୁରୁତର ଆହତ ହୋଇଥିବା ବ୍ୟକ୍ତଟି ତୁଳାପଡ଼ାର ନାଶିରୁଦ୍ଦିନ ସାହୁ ବୋଲି ଜଣାପଡ଼ିଛି ।