oom

ୱାର୍ଲ୍ଡ ମେନ୍‌ଷ୍ଟ୍ରୁଆଲ୍‌ ହାଇଜିନ୍‌ ଡେ ଅବସରରେ ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ସଚେତନତା ଅଭିଯାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୱାର୍ଲ୍ଡ ମେନ୍‌ଷ୍ଟ୍ରୁଆଲ୍‌ ହାଇଜିନ୍‌ ଡେ ଅବସରରେ ସ୍ଥାନୀୟ ସ୍ୱଧାର ଗୃହ ଠାରେ ବଲାଙ୍ଗିରର ନାରୀ ଶକ୍ତି ଫାଉଣ୍ଡେସନ ତରଫରୁ ସାନିଟାରୀ ପ୍ୟାଡ ସହିତ ମାସ୍କ, ଡିଟରଜେଣ୍ଟ, ସାମ୍ପୁ ସାକେଟ, ସାବୁନ ଏବଂ ସାନିଟାଇଜେସନ୍‌ କିଟ୍‌ ବଣ୍ଟନ କରାଯାଇ କେମିତି ସଠିକ ଭାବରେ ବ୍ୟବହାର ହୋଇପାରିବ ସେ ଉପରେ ସଚେତନ କରିଥିଲେ । ଏଥିରେ ଫାଉଣ୍ଡେସନର ସଦସ୍ୟା ସରିତା ଦାସ, ସନ୍ତୋଷନୀ ବେହେରା, ନୂତନ ଦାସ, ଅଙ୍କିତା ମହାନ୍ତି, ନୂତନ ସେନ୍ଦ୍ରିଆ, ପ୍ରିୟଙ୍କା ତ୍ରିପାଠି, ସନ୍ଧ୍ୟା ରାଣୀ ପଣ୍ଡା, ସରିତା ବାଗ, ମମତା ଜେନା, ଶ୍ରାବଣୀ ମେହେର ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

jittmm
Leave A Reply

Your email address will not be published.