om academy

ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ଵାରା ଆବୃତ ସଚେତନ ରଥ ଦ୍ଵାରା ଅଣ୍ଡା ଗ୍ରାମର ମାଇକ ଦ୍ୱାରା ସଚେତନ ବାର୍ତ୍ତା କରାଯାଇଥିଲା । ଗ୍ରାମର ଶାନ୍ତି କମିଟି ପକ୍ଷରୁ ଏହା ଆୟୋଜିତ ହୋଇଥିବା ବେଳେ ଗ୍ରାମର ରଥ ପରିକ୍ରମା କରିଥିଲା ।

Leave A Reply

Your email address will not be published.