ଗଞ୍ଜାମରେ ସାଇବର କ୍ରାଇମ ରୋକିବା ନିମନ୍ତେ ବାହାରିଲା ସଚେତନତା ରଥ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଇବର କ୍ରାଇମ ରୋକିବା ନିମନ୍ତେ ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରତିଟି ଅଞ୍ଚଳରେ ବୁଲିବ ଏକ ସଚେତନତା ରଥ । ସୋମବାର ଏନେଇ ଏକ ଭବ୍ୟ ସାମାରୋହରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଏବଂ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମିଳିତ ଭାବେ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ।

Leave A Reply

Your email address will not be published.