om academy

ସଚେତନ ନାଗରିକ ମଞ୍ଚ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସେକ୍ଟର ୫ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ସଚେତନ ନାଗରିକ ମଞ୍ଚର ସଭାପତି ଡାକ୍ତର ଫକୀର ଚରଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ପି ପି ରାୟ, ଉପେନ୍ଦ୍ର ନାୟକ, ଜଗବନ୍ଧୁ ଜେନା, ଡା ବସନ୍ତ କୁମାର ଦାସ, ଚିତ୍ତରଞ୍ଜନ ଦାସ, ରାଜକିଶୋର ମିଶ୍ର, ନିରଞ୍ଜନ ଦାସ, ଜଟାଧାରୀ ମାଝୀ, ଡଃ ସୁମନ ଦତ୍ତ, ବିଷ୍ଣୁ ଚରଣ ସାମଲ, ରମେଶ ମହାନ୍ତି, ଭଗବାନ ମହାପାତ୍ର, ପାଣ୍ଡବ ବେହେରା, ଅକ୍ଷୟ ଜେନା, ଉତ୍ତମ କୁମାର ସାମଲ, ଶରତ ଧଳ, ଚନ୍ଦ୍ରଭାନୁ ରାଉତ, ନିରଞ୍ଜନ ରାଉତ, ପ୍ରକାଶ ଚନ୍ଦ୍ର ଦାସ, ନୃସିଂହ ମହାନ୍ତି, ରମେଶ ଚନ୍ଦ୍ର ସେଠୀ, ମୂରଲୀଧର ସେନାପତି, ଆଲୋକ ସାହୁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଭଜହରି ଦାସ, ସୁରେନ୍ଦ୍ର ରାଉତ, ରାମଚନ୍ଦ୍ର ସାହୁ, ସୁବ୍ରତ ମଲ୍ଲିକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.