ଜଙ୍ଗଲ ସୁରକ୍ଷା ବାର୍ତ୍ତା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ବନାଞ୍ଚଳ ଅଧିକାରୀ ଜେ. ଠାକୁରଙ୍କ ତତ୍ୱାବଧାନରେ ବିଭିନ୍ନ ନାଚ ଗୀତ ମାଧ୍ୟମରେ ଗାଆଁ ଗାଆଁରେ ସଚେତନତା ବାର୍ତ୍ତା ଦେଉଛନ୍ତି ବଲାଙ୍ଗିର ବଙ୍ଗୋମୁଣ୍ଡାର ଜଙ୍ଗଲ କର୍ମଚାରୀ । ଜଙ୍ଗଲର ସୁରକ୍ଷା କିପରି କରିବା ସେନେଇ ସଚେତନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟରେ ବନ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.