oum

ରେଲ ପଟ୍ରିରୁ ଶବ ଉଦ୍ଧାର

jsm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି 171/9-11 KBJ-BRBL ରେଳ ପଟ୍ରିରୁ ଏକ ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମୃତକ ଜଣକ ରାଜ୍ ମିସ୍ତ୍ରୀ ପବିତ୍ର ସାହୁ ବୋଲି ଜଣାପଡିଛି । ମୃତକ ପ୍ରବିତ୍ର ସାହୁ ଗତକାଲି ନିଜ ଘରୁ ବସ୍‌ରେ କଣ୍ଟାବାଞ୍ଜିକୁ କାମ କରି ଆସିଥିବା ଜଣାପଡିଛି । ଉକ୍ତ ଶବଟିକୁ ବ୍ୟବଚ୍ଛେଦ କରାଯିବା ନିମନ୍ତେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ରେଳ ପୋଲିସ ତରଫରୁ ସୂଚନା ରହିଛି ।

Leave A Reply

Your email address will not be published.