ରୋଟାରୀ ଏଲିଟ’ର ଅଧିଷ୍ଠାନ ଦିବସ

ଭୁବନେଶ୍ୱର : ଭୁବନେଶ୍ୱରର ସ୍ଥାପିତ ରୋଟାରୀ ଏଲିଟର ୨୦୨୩-୨୪ ବର୍ଷ ପାଇଁ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଟାରୀ ଏଲିଟର ନୂତନ କର୍ମକର୍ତାମାନେ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ସଭାପତି ଭାବେ ରୋଟାରୀଆନ ସୁବ୍ରତ ଦାସ ବିଦାୟୀ ସଭାପତି ଚିତ୍ତରଞ୍ଜନ ମିଶ୍ରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଗତ ବର୍ଷର ସମ୍ପାଦିକା ରୋଟାରୀଆନ ସସ୍ମିତା ଦାଶ କ୍ଲବର ବରିଷ୍ଠ ସଭ୍ୟ ସୌରେନ୍ଦ୍ର ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ।

Leave A Reply

Your email address will not be published.