ବୁର୍ଲା ସମଲେଶ୍ୱରୀ ନର୍ସିଂହୋମରେ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ

ସମ୍ୱଲପୁର : ସମ୍ବଲପୁର ଜି‌ଲ୍ଲା ବୁର୍ଲା ସମଲେଶ୍ୱରୀ ନର୍ସିଂହୋମରେ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ନେଇ ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ବୁର୍ଲା ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସାକ୍ଷୀପଡା ଅଞ୍ଚଳର କୈଳାସ ବାଗ ବୁର୍ଲା ସମଲେଶ୍ୱରୀ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.