ରଥଯାତ୍ରା ସମୟରେ ଚାରିଚକିଆ ଯାନ ଚଳାଚଳ ପାଇଁ ଟ୍ରାଫିକ୍ ପ୍ଲାନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଯାତ୍ରାରେ ଭୁବନେଶ୍ୱରରୁ ପୁରୀ ଯିବାକୁ ଥିବା ଚାରି ଚକିଆ ଯାନଗୁଡିକ ପାଇଁ ରୁଟ୍ ପ୍ଲାନ୍ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.