ରଥଯାତ୍ରାରେ ଚାଲିବ ୨୦୨ ସ୍ପେଶାଲ୍‌ ଟ୍ରେନ୍‌

  • ୧୯ରେ ପୁରୀରେ ସାମ୍ବାଦିକ ସମ୍ମିଳନୀ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର : ରଥଯାତ୍ରା ସମୟରେ ଭକ୍ତମାନଙ୍କ ସୁରୁଖୁରୁରେ ଯାତାୟାତ ପାଇଁ ଚଳିତବର୍ଷ ବିଭିନ୍ନ ସ୍ଥାନରୁ ଚାଲିବ ୨୦୨ ସ୍ପେଶାଲ ଟ୍ରେନ୍‌ । ୧୯ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଆସୁଛନ୍ତି । ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବିସ୍ତୃତ ସୂଚନା ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ସ୍ପେଶାଲ୍‌ ଟ୍ରେନ୍‌ ସଂଖ୍ୟା ଆହୁରି ବଢ଼ାଇବାକୁ ବିଭିନ୍ନ ଅଞ୍ଚଳରୁ ଦାବୀ କରାଯାଇଛି । ଯାହାକୁ ରେଳ ମନ୍ତ୍ରଣାଳୟ ବିଚାର କରୁଛି । ମନ୍ତ୍ରୀ ଗସ୍ତ ସମୟରେ ଚୂଡାନ୍ତ ତାଲିକା ଘୋଷଣା କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.