jayashree

ପରିକ୍ରମାର ୬ଷ୍ଠ ଦିବସରେ ନୟାଗଡ ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପରିକ୍ରମାର ୬ଷ୍ଠ ଦିବସରେ ଗତକାଲି ନୟାଗଡ ଜିଲ୍ଲାରେ ପ୍ରବେଶ କରିଛି ଅହିଂସା ରଥ । ଜିଲ୍ଲା ପ୍ରଶାସନ ପକ୍ଷରୁ ରଥକୁ ସ୍ୱାଗତ କରାଯାଇଛି । ପୂର୍ବାହ୍ନରେ ରଣପୁର ବ୍ଲକର ଚମ୍ପାପେଡି, ଗୋପାଳପୁର, ମଝିଆଖଣ୍ଡ ଇତ୍ୟାଦି ଗ୍ରାମ ପଞ୍ଚାୟତର ପରିକ୍ରମା କରିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.