ଅନୁଗୁଳ ଜିଲ୍ଲାରେ ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଐତିହାସିକ ଅହିଂସା ରଥ ଗତକାଲି ପ୍ରବେଶ କରିଛି ଅନୁଗୁଳ ଜିଲ୍ଲାରେ । ଜିଲ୍ଲାର ଆଠମଲ୍ଲିକ, ବଅଁରପାଳ ହାଇସ୍କୁଲ, ପାଲଲହଡା ବ୍ଲକର ବିଭିନ୍ନ ଅଞ୍ଚଳ ତଥା ଅନୁଗୁଳ ସହର ସ୍ଥିତ ବାଜି ରାଉତ ଛାତ୍ରାବାସ ପହଞ୍ଚିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥକୁ ସ୍ୱାଗତ କରାଯାଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.