centurian jitm

ରସୁଣ ବୋରାରେ ଗଂଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଦୁର୍ବୃତ୍ତ : ୨୨୪ କେଜି ଗଂଜେଇ ସହ ଗାଡ଼ି ଜବତ୍‌, ୩ ଗିରଫ

nschool

ବୌଦ୍ଧ, (ବଂଶୀଧର ମାଝୀ) : ରସୁଣ ବୋରାରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଦୁର୍ବୃତ୍ତମାନେ । ଏହି ମାମଲାରେ ମନମୁଣ୍ଡା ପୋଲିସ ୨୨୪ କେଜି ଗଂଜେଇ ଓ ମାକ୍ସ ପିକ୍‌ଅପ୍‌ ଗାଡ଼ି ଜବତ୍‌ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । କେସ୍‌ ନଂ.୧୦୦/୨୦୨୧ ଦଫା ୨୦(ବି)(ଆଇଆଇ)(ସି)ଏନ୍‌ଡ଼ିପିଏସ୍‌ ଆକ୍ଟ ଆଧାରରେ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.