
ବିନିକା, (କେପିଏନ୍ଏସ୍) : କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ସୋନପୁର-ବିନିକା ମୁଖ୍ୟରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟାତ ପ୍ରଭାବିତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ କପିଳେଶ୍ୱର ମନ୍ଦିରରୁ ଦୁର୍ବୃତ୍ତ ମାନେ ୩ଟି ଦାନବାକ୍ସ ଚୋରି କରି ନେଇଥିଲେ । ତାର ପ୍ରତିବାଦ ସ୍ୱରୂପ ଆଜି ସ୍ଥାନୀୟ ବାସିନ୍ଦା ରାସ୍ସ୍ତା ଅବରୋଧ କରିଛନ୍ତି ।