ମରଣଯନ୍ତା ପାଲଟିଛି କଣ୍ଟାବାଞ୍ଜିରୁ କୁଇବାହାଲ ରାସ୍ତା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜି ସହରରୁ ଅନ୍ୱେଷା ଛାତ୍ର ନିବାସ ଦେଇ କୁଇବାହାଲକୁ ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ, ଇଚର ଟ୍ରକ ରାସ୍ତା ମଝିରେ ଲଟକି ପଡ଼ିରହିଛି । ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ମରାମତି ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.