oom

ଖପ୍ରାଖୋଲରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର

jsmm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ପରିସରରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଧାୟକ ତଥା ରାଜ୍ୟ ବିଧାନସଭା ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏସ୍‌ପି ନିତିନ କୁଶଲକର, ବିଡିଓ ରଶ୍ମିରଞ୍ଜନ ରାଉତ ଯୋ ଦେଇଥିଲେ । ଏହି ଅବସରରେ ୧୧୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଖପ୍ର।।ଖୋଲ ତାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ଲାଠୋର ଥାନା ଆଇଆଇସି ଝସକେତନ ଭୋଇ ତୁରେକେଲା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି, ବଲାଙ୍ଗିର ବିଙ୍ଗ ହ୍ୟୁମାନ ସଂଗଠନର ସଭାପତି ସେମନାଥ ମିଶ୍ର ସରପଞ୍ଚ ଦେବରାଜ ପ୍ରଧାନ, ରୀନା ଜାଲ ଏସ୍‌ଆଇ ଗୋପୀନାଥ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.