ଭି.କେ. ପାଣ୍ଡିୟାନଙ୍କୁ ରାକ୍ଷୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୫ଟି ସଚିବ ଭି.କେ. ପାଣ୍ଡିୟାନଙ୍କ ଆଗମନ ହୋଇଥିବା ବେଳେ ସଭାମଞ୍ଚ ଚତୁଃ-ପାର୍ଶ୍ଵରେ ଶ୍ରୀମାନ ଘେରି ବୁଲି ଲୋକଙ୍କ ସହ କର ମର୍ଦ୍ଧନ କରିଥିଲେ । ଏହି ଅବସରରେ ଛତ୍ରପୁରସ୍ଥ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଭଉଣୀ ଶ୍ରୀ ପାଣ୍ଡିୟାନ ମହୋଦୟଙ୍କ ହାତରେ ରାକ୍ଷୀ ବାନ୍ଧି ଖୁବ ଖୁସି ଅନୁଭବ କରିଛନ୍ତି । ବ୍ରହ୍ମା କୁମାରୀ ଟିମ୍ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

error: Content is protected !!