oum

ରାଜ୍ୟ ବାହାରକୁ ଆଜିଠାରୁ ଗଡ଼ିବନି ବସ୍

jsm

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ବାହାରକୁ ଆଜିଠାରୁ ଗଡ଼ିବନି ବସ୍ । ଫଳରେ ଅନ୍ୟ ରାଜ୍ୟକୁ ଯିବା ଆସିବା କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ତେବେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ଜଣାପଡିଛି । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ‌ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି । କିନ୍ତୁ ରାଜ୍ୟ ଭିତରେ ବସ୍ ସେବା ଚାଲୁ ରହିିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ ଯାଇପାରିବେ ।

Leave A Reply

Your email address will not be published.