ପ୍ରିୟରଞ୍ଜନଙ୍କ ପୁଷ୍‌ଅପ୍‌ରେ ବିଶ୍ୱ ରେକର୍ଡ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରତନପୁର ଗ୍ରାମର ପ୍ରିୟ ରଞ୍ଜନ ନାୟକ ପୁଷ୍‌ଅପ୍‌ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ଇଂଲଣ୍ଡ, ଲଣ୍ଡନର ହାଭାର୍ଡ ଠାରେ ମାତ୍ର ୭ ମିନିଟ ୩୮ ସେକେଣ୍ଡରେ ୨୦୦ ପୁଷ୍‌ଅପ୍‌ କରି ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କର ଏପରି କୃତିତ୍ୱରେ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.