
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ପେଲେସ ଲାଇନ୍ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲଠାରେ ମହାସମାରୋହରେ ଗଣେଶ ପୂଜା ପାଳିତ ହୋଇଯାଇଛି । ଉକ୍ତ ଗଣେଶ ପୂଜାରେ ଶିକ୍ଷୟତ୍ରୀ ମାନେ ବିଶେଷ ସହଯୋଗ କରିଥିଲେ । ଏଥିରେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ରଙ୍କ ସହ ଶିକ୍ଷୟିତ୍ରୀମାନେ, ଅଭିଭାବକ ମାନେ ଓ କୁନି କୁନି ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।