oom

ପାଟଣାଗଡ଼ ପ୍ରେସ କ୍ଲବର ବାର୍ଷିକ ବୈଠକ

jsmm

ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ବୈଠକ ଆଜି ପୁରୋହିତ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ଅଜିତ ପୁରୋହିତଙ୍କ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିବା ସାଙ୍ଗେ ଆଗକୁ କଣ କଣ କାର୍ଯ୍ୟକ୍ରମ କରାଯିବ ତାହା ଆଲୋଚନା କରାନାଇଥିଲା । ପ୍ରେସ କ୍ଲବରେ ୨ ଜଣ ନୂତନ ସଭ୍ୟ ସାମିଲ ହୋଇଥିଲେ । ଆଜିର ସଭାରେ ସମ୍ପାଦକ ଆଲୋକ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ବିଜୟାନନ୍ଦ ଦାସ, କୋଷାଧକ୍ଷ ଦୀପକ ପୁରୋହିତ, ସୁଧାକର ଦାସ, ଶିରୀଶ ଚନ୍ଦ୍ର ଖମାରୀ, ଅଭିନାଶ ବିଶ୍ୱାଳ, ରୁପେନ୍ଦ୍ର ମୁଣ୍ଡା, ଜପିନ୍ଦର ସୁନା, ଗୋଲାପ ମିଶ୍ର, ଭୋଜରାଜ ଦଣ୍ଡସେନା, ଜଗନ୍ନାଥ ଧରୁଆ, ପୁଲସ୍ତି ବରିହା, ନିରୋଜ ପଟେଲ, ସନ୍ତୋଷ, ଅଜିତ ପୁରୋହିତ, ବିଭୁତି ଭୂଷଣ ବଡୁ ସହ ଆଇନଜୀବୀ ବାଦଲ ଦାସ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.