ଧରମ ସିଂ ମାଝୀ ମାନ୍ଧାତାଙ୍କୁ ଜନମାନସରେ ପରିଚିତ କରିବା ପାଇଁ ଧରମ ସିଂ ମାଝୀ ମାନ୍ଧାତା ସ୍ମୃତି ସୁରକ୍ଷା କମିଟି ପକ୍ଷରୁ ପ୍ରୟାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ବୀର ପୁତ୍ର ସହିଦ ଧରମ ସିଂ ମାଝୀ ମାନ୍ଧାତାଙ୍କ ଫଟୋଚ୍ଚିତ୍ର ଏବଂ ତାଙ୍କ ବଳିଦାନର ପରିଚୟ ଜନମାନସରେ ପରିଚିତ କରିବା ପାଇଁ ବଲାଙ୍ଗିର ଜିଲ୍ଲାର ସମସ୍ତ ସରକାରୀ ଅଫିସ୍‌ ଏବଂ ଶିକ୍ଷାନୁଷ୍ଠାନକୁ ପଥପ୍ରାନ୍ତ କାନ୍ଥ ଫଟୋଚିତ୍ରରେ ସାମିଲ କରିବା ପାଇଁ ଧରମ ସିଂ ମାଝୀ ମାନ୍ଧାତା ସ୍ମୃତି ସୁରକ୍ଷା କମିଟିର ଅଧ୍ୟକ୍ଷ କାଳିନ୍ଦୀ ମାଝୀଙ୍କ ସହିତ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସତ୍ୟ ବନଛୋର, ହରି ନନ୍ଦ, ଗୋପବନ୍ଧୁ ଛତ୍ରିଆ, ଜୟବିହାରି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ରଙ୍କୁ ଏକ ଫଟୋଚ୍ଚିତ୍ର ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.