ଜଗଦଲପୁର ମଣ୍ତଳରେ ବିଜେପିର ପ୍ରତିଷ୍ଠା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବିଧାନସଭା ଜଗଦଳପୁର ମଣ୍ଡଳରେ ବଜାର ଛକ ସ୍ଥିତ ଅଘରିଆ ଧର୍ମଶାଳାଠାରେ ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ ନେତୃତ୍ୱରେ “ପ୍ରତିଷ୍ଠା ଦିବସ” ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦିନେଶ ପଟେଲ, ଦୁବରାଜ ପଟେଲ, ସନ୍ତୋଷ ସିଂ, ଜଗଦୀଶ ପଟେଲ, ଗର୍ଜନ ସାହୁ, ସାଧୁଚରଣ ପୋଢ଼, ମିନିକେତନ ଛତର, ଜିତେନ୍ଦ୍ର ବାରିକ ଆଦି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

Leave A Reply

Your email address will not be published.