ଆଜିଠାରୁ ଆରମ୍ଭ ହୋଇଛି ଆଇଟିଏଫ୍ ଏସିଆ-୧୪ ବର୍ଷରୁ କମ୍ ଡେଭେଲପମେଣ୍ଟ ଚାମ୍ପିୟନସିପ୍ ଫାଇନାନ୍ସ ଟେନିସ୍ ପ୍ରତିଯୋଗିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ରୀଡା ଭିତ୍ତିଭୂମି ପାଇଁ ପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଆଇଟିଏଫ୍ ଏସିଆ-୧୪ ବର୍ଷରୁ କମ୍ ଡେଭେଲପମେଣ୍ଟ ଚାମ୍ପିୟନସିପ୍ ଫାଇନାନ୍ସ ଟେନିସ୍ ପ୍ରତିଯୋଗିତା । ଏଥିରେ ଅଂଶଗ୍ରହଣ କରିବେ ୧୪ଟି ଦେଶର ଖେଳାଳି । ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟେନିସ୍ ସେଣ୍ଟରରେ ଖେଳ ଅନୁଷ୍ଠିତ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.