ସାଲେଭଟା, (କେପିଏନ୍ଏସ୍) : ଏଆର୍ ମିଡିଆରେ ହେଉଥିବା କୋଶଳ ସୁନ୍ଦରୀ ଆୱାଡ ୨୦୨୪ ବର୍ଷ ୦୪ର ଫଳାଫଳ ପ୍ରକାଶିତ ହୋଇ ଥିବା ପ୍ରକାଶ କରିଛନ୍ତି ଏଆର୍ ମିଡିଆର ମୁଖ୍ୟ ଆରୁଶି ଅମୃତା ସରାଫ୍ । ଏଥିରେ ସୁମି ମେହେର ପ୍ରଥମ ହୋଇଥିବା ବେଳେ, ଲିଟିଲ ନାୟକ, ଶୀବପ୍ରିୟା ସାହୁ, ଜମ୍ବୋବତି କୁମୁରା ଦ୍ୱିତୀୟ, କ୍ଷଣପ୍ରଭା ବାଗ, ଦୀପ୍ତିମୟୀ ମାଝି ତୃତିୟ, ରେଖାରାଣୀ ସାହୁ, ଶୀବରାତ୍ରି ସାହୁ ଚତୁର୍ଥ, ରାନୁ ସାହୁ ପଞ୍ଚମ, ପୁଷ୍ପାଞ୍ଜଳି ମେହେର ଷଷ୍ଠ, ମୀନାବତୀ ମେହେର ସପ୍ତମ, ସରିତା ଭୋଇ, ମୀନାକ୍ଷୀ ମେହେର ଅଷ୍ଟମ, ପ୍ରଭାସିନୀ ପ୍ରଧାନ, ସୁମତି ଜାଲ ନବମ, ପୂଜା ମେହେର, ଅନୁସୂୟା ସା, ସୁନିତା କୁଅଁର ଦଶମ ସ୍ଥାନ ହାସଲ କରିଛନ୍ତି । ସେହିପରି କିଶୋରୀ ବିଭାଗରେ ଇସିକା ସାହୁ ପ୍ରଥମ, ଅଦିତି ପ୍ରଧାନ ଦ୍ୱିତୀୟ, ବୁଲବୁଲ୍ ସା, ସ୍ନେହାମୟୀ ମାଝି ତୃତୀୟ, ଦୀପ୍ତିମୟୀ ମଟାରୀ, ପ୍ରୀତି ପ୍ରତିକ୍ଷା ସାହୁ ଚତୁର୍ଥ ଏବଂ ଅଭିପ୍ସା ପାଢୀ, ସିପ୍ରା ବରିହା, ପ୍ରାଚୀ ପ୍ରାରମ୍ଭିକା ବରିହା ପଞ୍ଚମ ସ୍ଥାନରେ ରହିଛନ୍ତି । କୋଶଳୀ ଭାଷାର ପ୍ରଚାର ପ୍ରସାର ପାଇଁ ସୁମି ମେହେରଙ୍କୁ କୋଶଳ ଲକ୍ଷ୍ମୀ ସମ୍ମାନ ମିଲିଥିବା ବେଳେ ଦ୍ୱିତୀୟରେ ଜମ୍ବୋବତୀ କୁମୁରା ଏବଂ ତୃତିୟରେ ଅନୁ ସାହୁ ରହିଛନ୍ତି । ଭାଷାର ପ୍ରଚାର ପ୍ରସାର ପାଇଁ ଅଦିତି ପଧାନଙ୍କୁ କୋଶଳ ଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ କହିଛନ୍ତି ଏଆର୍ ମିଡିଆର ମୁଖ୍ୟ ସୁଶ୍ରୀ ଆରୁଷି ଅମୃତା । ଆଗାମୀ ଡିସେମ୍ବର ୮ ତାରିଖ ରବିବାର ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ଏହି ସମ୍ମାନିତ ଉତ୍ସବ ମହାଡମ୍ବରେ ହେବ ବୋଲି ଜଣାଯାଇଛି । ଏହି ଅନ୍ଲାଇନ୍ ଭିତ୍ତିକ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଭାବେ ରୀନା ୟାଦବ, ସମ୍ପାଦିକା ସୁକ୍ରିତି ପଣ୍ଡା, କୋଷଧ୍ୟକ୍ଷ ହେମଲତା ନିଆଲ, ସଭ୍ୟ ରିଙ୍କି ସରାଫ୍, ଅହଲ୍ୟା ମଟାରୀ, କୋଶଳ ସୁନ୍ଦରୀ ସସ୍ମିତା ମେହେର, ଦେବଯାନି ନାଇକ, ସୃତି ସ୍ୱାଗତିକା ରାଉତ, କିଶୋର ହୋତା, କିଶନ କୁମାର ଅଗ୍ରୱାଲ, ଅଶୋକ କୁମାର ସାହୁ, ବିରାଜ ନନ୍ଦ ପାଢୀ, ନାରଦ ସାହୁ, ଛନ୍ଦାଚରଣ ଭୋଇ, ମଗଶିର ଭୋଇ, ରବିଚନ୍ଦ୍ର ସାହୁ, ଆଲୋକ ମେହେର, ବିରେନ୍ଦ୍ର ପାଣ୍ଡେ ପ୍ରମୁଖ ପରିଚାଲନା କରିଥିବା ବେଳେ ଅକ୍ଷୟ ସରାଫ ପ୍ରୋଗ୍ରାମ ନିର୍ଦ୍ଦେଶନା ଦେଇଥିଲେ ।
Next Post