ଅନୁସୂଚିତ ଜନଜାତି ମିଳିତ ମଞ୍ଚ ବୋଡ଼େନ ବ୍ଲକ ତରଫରୁ ଭାରତ ବନ୍ଦ ପ୍ରସ୍ତୁତି ବୈଠକ

ନୂଆପଡ଼ା, (ଅଜିତ ବେହେରା) : ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଧାରା ୩୪୧, ୩୪୨ ଅନୁସାରେ ଆଦିବାସୀ ଓ ହରିଜନଙ୍କ ବିରୁଧାଚରଣ କରୁଛି । ଏଣୁ ଏହାର ପ୍ରତିବାଦରେ ସକାଳ ୬ଟାରୁ ଅପରାହ୍ନ ୬ଟା ପର୍ୟ୍ୟନ୍ତ ୧୨ଟା ଭାରତ ବନ୍ଦ କରିବାରେ ବୋଡ଼େନ ମଧ୍ୟ ଭାରତ ବନ୍ଦରେ ବୋଡ଼େନ ବ୍ଲକ ମଧ୍ୟ ଶାନ୍ତି ଶୃଙ୍ଖଳା ସହିତ ସମର୍ଥନ ଜଣାଉଛି । ଉକ୍ତ ଅନୁଷ୍ଠିତ ବୈଠକରେ ଗଣ୍ଡ ସମାଜ ସଭାପତି ମଝିଆମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ନୃପରାଜ ତାଣ୍ଡି, ସମ୍ମାନିତ ଅତିଥି ଯୋଗେନ୍ଦ୍ର ନାଥ ମାଝୀ, ରାଜୁ ସିଂ ମାଝୀ, ରାଜକୁମାର ନାଗ, ଶ୍ରୀକାନ୍ତ ମାଝୀ, ପ୍ରଦୀପ ସିଂ ମାଝୀ, ତ୍ରିମନ ମାଝୀ, ଭଗବାନ ମାଝୀ, ପୂର୍ଣ୍ଣଚନ୍ଦ୍ର ମାଝି, ହରି ମାଝୀ, ଉଦେଚନ ନାଗ, ଦୁଃଖିଶ୍ୟମ ମାଝୀ, କାହ୍ନୁଁ ଚରଣ ସୁନାନି, ଆଦିତ୍ୟ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବୈଠକରେ ନିଷ୍ପତି ହୋଇଥିଲା ବୋଡ଼େନ ବ୍ଲକରେ କେତେ ମଧ୍ୟ ସରକାରୀ ବେସରକାରୀ ଶିକ୍ଷନୁଷ୍ଠାନ, କାର୍ୟ୍ୟାଳୟ ବନ୍ଦ କରିବା କରି ସହଯୋଗ କରିବା ପାଇଁ ନିବେଦନ କହିଥିଲେ । ଏବଂ ଉକ୍ତ ଅନୁଷ୍ଠିତ ବୈଠକରେ ବୋଡ଼େନ ବ୍ଲକର ସହ ସହ ସମର୍ଥକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.