ଭୁବନେଶ୍ୱର, (କେପିଏନ୍ଏସ୍) : ଦେଶର କେତେକ ଅଞ୍ଚଳରେ ମଙ୍କିପକ୍ସ ବ୍ୟାପିବା ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରତିଷେଧକମୂଳକ ପଦକ୍ଷେପ ନେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଐୠଡଙୟସଗ୍ଦଷବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୀଘ୍ର ଭୁବନେଶ୍ୱର ଆରଏମଆରସିରେ ନମୂନା ପରୀକ୍ଷଣ ଆରମ୍ଭ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ତଥ୍ୟ ନିମ୍ନରେ ଦିଆଗଲା :
Next Post