om academy

କରୋନା ନେଲା ମହିଳାଙ୍କ ଜୀବନ : ପ୍ରଶାସନର ଉପସ୍ଥିତରେ ଶବ ସତ୍କାର

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପଞ୍ଚାୟତ ଦେଢେଲ ଗ୍ରାମର ଫୁଲ ତୋଳା ନାଗ(୫୫)ଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଖବର ପାଇବା ପରେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସନ୍ତୋଷ ବେହେରା, ବିଡିଓ ଦେବାଶିଷ ସାମଲ, ତହସିଲଦାର ସମୁନ କିଶୋର ଡୁଙ୍ଗ ଡୁଙ୍ଗ, ପୋଲିସ କର୍ମଚାରୀ ମନୋଜ ନାଏକ, ସାମ୍ବାଦିକ ଅଜିତ କୁମାର ସାହୁ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଶବକୁ ସତ୍କାର କରାଯାଇଥିଲା । ତେବେ ସଇଁନ୍ତଲା ଅଞ୍ଚଳରେ କରୋନା ମୃତ୍ୟୁ ବଢି ଚାଲୁଥିବା ବେଳେ ଲୋକଙ୍କ ମଧ୍ୟରେରେ ଭୟର ବାତା ବରଣ ମଧ୍ୟ ଦେଖାଦେଉଛି ।

Leave A Reply

Your email address will not be published.