om academy

ପାରାଲିମ୍ପିକସ୍‌ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ମାନିତ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଟାଉନ୍ ହଲ୍ ଠାରେ ପ୍ରମୋଦ ଭଗତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ପ୍ରମୁଖ ଶ୍ରୀମତୀ ମେନକା ବାଗ୍, ସମ୍ପାଦିକା ରିତାଞ୍ଜଳି ଦାଶ, ଆଜୀବନ ସଭ୍ୟ ତଥା ସମାଜସେବୀ ବିନୋଦ ଅଗ୍ରୱାଲ ଓ ଅନୁଷ୍ଠାନ ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାଶ ଯୋଗ ଦେଇ ପାରାଲିମ୍ପିକସ୍‌ ବିଜେତା ପ୍ରମୋଦ ଭଗତଙ୍କୁ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.