ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ୧୭ତମ ବାର୍ଷିକ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ମହାଯଜ୍ଞ ଅନୁଷ୍ଠିତ ଓଡିଶା By Koshala Prabaha On Monday 19th February 2024, 9:47 am Share ଘାଟିକିୟା, (କେପିଏନ୍ଏସ୍) : ଘାଟିକିୟା ଗ୍ରାମ ବେହେରା ସାହି ସ୍ଥିତ ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ୧୭ତମ ବାର୍ଷିକ ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ମହାଯଜ୍ଞରେ ଲକ୍ଷମନ ବାବା ଉପସ୍ଥିତ ରହି ଭକ୍ତଙ୍କ ଗହଣରେ ହରିନାମ ଭଜନ ପରିବେଷଣ କରିଥିଲେ । ghatikiya news