ନିର୍ବାଚନ ପ୍ରଚାର ଗାଡି ପାଇଁ ଆସିଲା ନୂଆ ନିୟମ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନିର୍ବାଚନ ପ୍ରଚାର ଗାଡି ପାଇଁ ଆସିଛି ନୂଆ ନିୟମ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ସୂଚନା ମିଳିଛି । ତେବେ ନିର୍ବାଚନ ପ୍ରଚାର ପାଇଁ ଗାଡିରେ ମାଇକ ବ୍ୟବହୃତ ହେଉଥିଲେ ଅନୁମତି ଦେବେ ତହସିଲଦାର, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟଙ୍କ ଗାଡି ପାଇଁ ଅନୁମତି ଦେବେ ବିଡିଓ, ଜିଲ୍ଲା ପରିଷଦ ସଭ୍ୟଙ୍କ କ୍ଷେତ୍ରରେ ଅନୁମତି ଦେବେ ଉପଜିଲ୍ଲାପାଳ ।

Leave A Reply

Your email address will not be published.

error: Content is protected !!