୭ କେଜି ଗଞ୍ଜେଇ ଜବତ କଲା ପୋଲିସ

ସଇଁତଲା, (ଖୁସିରାନୀ ସାହୁ) : ସଇଁତଲା ଥାନା ବେଲଗାଁ ଫାଣ୍ଡି ନିକଟସ୍ଥ ସ୍ଥାନୀୟ ତେଲ ନଦୀ ବ୍ରିଜରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ କଳାହାଣ୍ଡି ପଟରୁ ଏକ ବାଇକ ଯୋଗେ ଗଞ୍ଜେଇ ଆସୁଥିବା ନେଇ ପୋଲିସ ଖବର ପାଇବା ପରେ ଏକ ବାଇକକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ପରେ ସିଟ ତଳୁ ୭ କେଜି ଗଞ୍ଜେଇ ପୋଲିସ ଜବତ କରିଛି । ଅଭିଯୁକ୍ତ ଜଣକ ବଲାଙ୍ଗିର ଜିଲ୍ଲା ରେଙ୍ଗାଝୁରୀ ଗାଁର ସୁରେଶ ସୁନା ବୋଲି ପୋଲିସ ସୂଚନା ଦେଇଛି ।

jittmm
Leave A Reply

Your email address will not be published.