oom

ପ୍ଲାଷ୍ଟିକ ମୁକ୍ତ ଭାରତ ଆହ୍ୱାନ : ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗ୍ରାମରେ ନେହେରୁ ଯୁବକେନ୍ଦ୍ର, ଅଙ୍ଗନୱାଡ଼ି କର୍ମୀ, ୱାର୍ଡ ମେମ୍ବର ଏବଂ ଗ୍ରାମର ଧରୁଆବୁଢ଼ା ଯୁବକ ସଂଘର ମିଳିତ ଉଦ୍ୟମରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ୱାର୍ଡ ମେମ୍ବର ଦମୟନ୍ତୀ ରାଉତ, ତିକେମନି ମାଝୀ, ଅଙ୍ଗନୱାଡି ନିରୁପମା ଦାସ ଓ ଯୁବକ ସଂଘ ସଭାପତି ହୃଦାନନ୍ଦ ମାଝୀ, ଉପସଭାପତି ରୋହିତ ମାଝୀ, ଲୁକେଶ୍ୱର୍ ଧାରୁଆ, ବିଦ୍ୟାଧର ମାଝୀ, ବିଲାରାମ ମାଝୀ, ତପେନ୍ଦ୍ର ମାଝୀ, କମଳ ସିଂ ମାଝୀ, ଗୌତମ ମାଝୀ, ଗୌରହରି ମାଝୀ, ମୋହନ ମାଝୀ, ପୀତବାସ ଧାରୁଆ, କରୁଣ ଧାରୁଆ, ତୁଳସୀ ମାଝୀ, ଗୋପୀନାଥ ଧାରୁଆ, ଭୁଜବଳ ମାଝୀ ଏବଂ ନେହେରୁ ଯୁବ କେନ୍ଦ୍ର ନୂଆପଡ଼ାର ସ୍ବେଛାସେବୀ କହ୍ନେ଼ଇ ନିଅଲ୍ ଓ ପ୍ରେମଲାଲ୍ ଆଡବଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.