ଖୋଲିଲା ଧବଳେଶ୍ୱର ପୀଠ

କଟକ : ଓଡ଼ିଶା ପ୍ରସିଦ୍ଧ ଧବଳେଶ୍ୱର ପୀଠ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ମହାନଦୀ ମଧ୍ୟରେ ନିର୍ମିତ ହୋଇଛି ଅସ୍ଥାୟୀ ରାସ୍ତା । ଝୁଲାପୋଲ ବଦଳରେ ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁମାନେ ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.