om academy

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶତପ୍ରତିଶତ ଫଳାଫଳ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ ୧୦୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଏ୧ରେ ୩ ଜଣ ମିତ୍ରାବରୁଣ ଦାଶ-୯୨%, ନମ୍ରତା ମଗର-୯୦.୫% ଓ ପଲକ୍ ପଠୀ-୯୦% ମାର୍କ ପାଇଥିବା ବେଳେ ଏ୨-୧୨ଜଣ, ବି୧-୩୯ଜଣ, ବି-୩୯ଜଣ, ସି-୬ଜଣ ଏବଂ ଡ଼ି-୧ଜଣ ଶତପ୍ରତିଶତ ଉର୍ତ୍ତୀଣ୍ଣ ହୋଇ ସ୍କୁଲକୁ ଗୌରବମୟ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସମସ୍ତ ଗୁରୁଜୀ, ଗୁରୁମା, ପରିଚାଳନା ସମିତି ଓ ଅଭିଭାବକ ଅଭିଭାବିକାଙ୍କ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.