oum

ତିନି ହାଇସ୍କୁଲରେ ଖୋଲିଲା ଯୁକ୍ତ ଦୁଇ ପାଠ୍ୟକ୍ରମ

jsm

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ତିନୋଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ । ସେଗୁଡ଼ିକ ହେଲା ଯୋଡ଼ା ବ୍ଲକ ଜୁରୁଡି ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲ, ସଦର ବ୍ଲକ ମଇଦାନକେଲର ପ୍ରଗତି ସରକାରୀ ହାଇସ୍କୁଲ, ବାଂଶପାଳ ବ୍ଲକର ତରମାକାନ୍ତ ସ୍ଥିତ ପଞ୍ଚାୟତ ସରକାରୀ ହାଇସ୍କୁଲ ବୋଲି ଜଣାପଡ଼ିଛି । ଏହା ଫଳରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଘର ପାଖରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ଶିକ୍ଷା ବିଭାଗ ଚିଠି ନମ୍ବର ୨୧୬୮୫/୧୫ ଅକ୍ଟୋବର ୨୦୨୨ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.