ଇଞ୍ଜିନିୟରିଂ ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ ୧୯,୧୮୨ ଇଞ୍ଜିନିୟରିଂ ପିଲା ବେକାର

ଭୁବନେଶ୍ଵର : ରାଜ୍ୟରେ ଇଞ୍ଜିନିୟରିଂ ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପଢି ପାସ୍ ହୋଇଛନ୍ତି ୩୪ ହଜାର ୪୭୧ । ହେଲେ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ପିଲା । ରାଜ୍ୟରେ ବର୍ତ୍ତମାନ ୧୯ ହଜାର ୧୮୨ ଇଞ୍ଜିନିୟରିଂ ପାଠ ପଢି ବେକାର ବସିଛନ୍ତି । ସେହିପରି ଡିପ୍ଲୋମାରେ ସ୍ଥିତି ଆହୁରି ସାଙ୍ଘାତିକ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପଢି ପାସ କରିଛନ୍ତି ୫୪ ହଜାର ୧୮୯ ଜଣ ପିଲା । ଚାକିରୀ ପାଇଛନ୍ତି ମାତ୍ର ୨୦ ହଜାର ୯୬ ଜଣ ପିଲା । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ପଢି ବେକାର ବସିଛନ୍ତି ।

Leave A Reply

Your email address will not be published.