centurian jitm

ଦେଓଗାଁ ବ୍ଲକ : ତୃତୀୟ ଦିନରେ ୧୫୫ଜଣ କଲେ ପ୍ରାର୍ଥୀପତ୍ର ଦାଖଲ

nschool

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ତୃତୀୟ ଦିନ ଥିଲା । ୪୦ ଜଣ ସରପଞ୍ଚ, ୨୨ ଜଣ ସମିତି ସଭ୍ୟ ଓ ୯୩ ଜଣ ୱାର୍ଡସଭ୍ୟ ମୋଟ ୧୫୫ ଜଣ ପାଇଁ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ୧ମ, ୨ୟ ଓ ତୃତୀୟ ଦିନ ମିଶି ଜଣ ୪୬ଜଣ ସରପଞ୍ଜ ଓ ୨୮ଜଣ ସମିତି ସଭ୍ୟ ସହ ୧୪୨ଜଣ ୱାର୍ଡ ସଭ୍ୟ ପାଇଁ ସର୍ବମୋଟ ୨୧୬ ଜଣ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ଛି ।

Leave A Reply

Your email address will not be published.