ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ ବିଷୟରେ ମୂଲ୍ୟାୟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମଥର ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ତ୍ରୈମାସିକ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ଶତକଡା ୨୦% ଏବଂ ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ ବିଷୟରେ ମୂଲ୍ୟାୟନ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.