ମେ’ ୨୧ରେ ଓଜେଏମ୍‌ ପ୍ରିଲିମ୍‌ ପରୀକ୍ଷା

କଟକ : ଓଡିଶା ଜୁଡିସିଆଲ୍‌ ସର୍ଭିସ (ଓଜେଏସ୍‌) ପ୍ରିଲିମ୍‌ ପରୀକ୍ଷା ଆସନ୍ତା ମେ’ ୨୧ ତାରିଖରେ ଅନୁଷ୍ଠିତ ହେବ । ଏନେଇ ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି । ସେଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଶାରୀରିକ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.