ଭୁର୍ସିବାଞ୍ଜି ବକ୍ସ ବ୍ରିଜକୁ ପରିଦର୍ଶନ କରି ତଦାରଖ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭୁର୍ସିବାଞ୍ଜି ବକ୍ସ ବ୍ରିଜର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଶେଷ ହୋଇଥିବା ବେଳେ ଗତକାଲି ଜିଲ୍ଲାପାଳ ଚଂଚଳ ରାଣା ଏହି ବ୍ରିଜକୁ ପରିଦର୍ଶନ କରି ଏହାର ତଦାରଖ କରିଛନ୍ତି । ତେବେ ଏହି ବକ୍ସ ବ୍ରିଜ ଉପରେ ତୁର୍ଲା, ଚଞ୍ଚନବାହାଲି, ବ୍ରାହ୍ମଣୀ ଏବଂ ଭାନପୁରର ଗ୍ରାମବାସୀମାନେ ନିର୍ଭର କରୁଥିବା ବେଳେ ଆଜି ଏହା ସଫଳ ହୋଇଛି ବୋଲି ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି ।

Leave A Reply

Your email address will not be published.