
ଭୁବନେଶ୍ୱର, (କେପିଏନ୍ଏସ୍) : ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଝଙ୍କଡ ସ୍ଥିତ ପ୍ରସିଦ୍ଧ ମା’ ଶାରଳା ମନ୍ଦିର ପରିଦର୍ଶନ କରିବା ସହ ଏହି ଐତିହାସିକ ମନ୍ଦିରର ଉନ୍ନତିକରଣ ନିମନ୍ତେ ସେବାୟତ ତଥା ଅନ୍ୟାନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।