ଇସ୍ରୋରୁ ଆସିଥିବା ବୈଜ୍ଞାନିକମାନଙ୍କ ଦ୍ୱାରା ଭୁବନେଶ୍ଵର ଅନ୍ଧାରୁଆ ସ୍ଥିତ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇସ୍ରୋରୁ ଆସିଥିବା ବୈଜ୍ଞାନିକମାନେ ଗତକାଲି ଭୁବନେଶ୍ଵର ଅନ୍ଧାରୁଆ ସ୍ଥିତ ଆଇକନିକ୍ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକମାନେ ଛାତ୍ରଛାତ୍ରୀମାନଙ୍କ ସହ ମହାକାଶ ବିଜ୍ଞାନ ସଂପର୍କିକ ଜ୍ଞାନ ଆହରଣ ସଂପର୍କରେ ପାରସ୍ପରିକ ଆଲୋଚନା କରିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.