oom

ବଲାଙ୍ଗିରର ମା’ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏବଂ ପୌରାଧ୍ୟକ୍ଷା ଲିକା ସାହୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମା’ ସମଲେଶ୍ୱରୀଙ୍କ ମନ୍ଦିର ବିକାଶ କାର୍ଯ୍ୟ ପାଇଁ ଡିପିଆର୍‌ ପ୍ରସ୍ତୁତ ପରେ ଗୁରୁବାର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏବଂ ପୌରାଧ୍ୟକ୍ଷା ଲିକା ସାହୁ ମନ୍ଦିରକୁ ପରିଦର୍ଶନରେ ଯାଇ ମନ୍ଦିର କମିଟି ସହ ସବିଶେଷ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.