ପରିବହନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ ହଜାର କିମି ରାସ୍ତା ନିମନ୍ତେ ସଡକ-ସଙ୍କେତ ବା ସାଇନେଜ ବ୍ୟବସ୍ଥାର ଅଡିଟ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଶତପ୍ରତିଶତ ସଡକ ସଙ୍କେତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩ ହଜାର କିମି ରାସ୍ତା ନିମନ୍ତେ ସଡକ-ସଙ୍କେତ ବା ସାଇନେଜ ବ୍ୟବସ୍ଥାର ଅଡିଟ୍ କରାଯିବ । ଏହା ପରେ ଆବଶ୍ୟକ ମୁତାବକ ସୂଚନା ସଙ୍କେତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଫଳରେ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.