ମୁର୍ଚ୍ଛନା ତରଫରୁ ଭଜନ ପରିବେଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୨୦ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପର୍ଶୁରାମ ବେଶ ଅବସରରେ ମୁର୍ଚ୍ଛନା ତରଫରୁ ଭଜନ ପରିବେଷଣ କରାଯାଇଥିଲା । ବିଭୁପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଭାସ୍କର ପୁହାଣ, ବିଣାପାଣି ରଥ, ଶେଖର ଜୟପୁରିଆ, ଶ୍ୟାମସୁନ୍ଦର ପଟ୍ଟନାୟକ, ଇତିଶ୍ରୀ ପଟ୍ଟନାୟକ, ମୀରା ମିଶ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ସନାତନ ଭଦ୍ର, ସଭାପତି ଅର୍ଜୁନ ଭୋଇ, ଉପସଭାପତି ପ୍ରତାପରୁଦ୍ର ତ୍ରିପାଠୀ, ରମେଶ ସେଠୀ, ଯଶୋବନ୍ତ ବେହେରା, ଅଜୟ ପାତ୍ର, ମନୋଜ ଘଡେଇ, ଆଶିଷ ବିଶ୍ୱାଳ, ବିଶ୍ୱରଂଜନ ରାଉତ, ସୈନ୍ୟାସୀ ପ୍ରଧାନ, ନରେନ୍ଦ୍ର ସାହୁ, ସୁଧାଂଶୁ ସୂତାର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଆଖପାଖ ଅଂଚଳର ଶତାଧିକ ଶ୍ରଦ୍ଧାଳୁ ଏହାକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.